Disaster Alerts 06/05/2022

State: 
Odisha
Message: 
ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଏବଂ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଭାରତୀୟ ସମୟ ଅନୁସାରେ ଆଜି ମଇ 6 ତାରିଖ ସକାଳ 8.30 ସୁଦ୍ଧା ଏକ ସୃଷ୍ଟି ହୋଇ ଅବସ୍ଥିତ ଅଛି l ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରୁଛି ଏହା 7 ମଇ ସଂଧ୍ୟା ସୁଦ୍ଧା ଗଭୀର ଅବପଆତ ରୂପ ନେବ ଓ ଦକ୍ଷିଣ ପୂର୍ବ ବଙ୍ଗୋସାଗରର ମଧ୍ୟରେ ଗୁର୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଧିକ ରହିଛି l ଏହା 8 ତାରିଖ ସନ୍ଧ୍ୟା ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗର ଉପରେ ବାତ୍ୟା ଝଡ଼ ରୂପ ନେବ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଓ ଉତ୍ତର ପଶ୍ଚିମ ବଙ୍ଗୋସାଗରର ଉପରେ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି ତେଣୁ ମତ୍ସ୍ୟ ଜିବୀ ଭାଇମାନେ ମଇ 9 ଅ 10 ତାରିଖ କେନ୍ଦ୍ରୀୟ ବଙ୍ଗୋପସାଗର ଓ 10ତାରିଖ ରେ ଉତ୍ତର ପଶ୍ଚିମ ବଙ୍ଗୋସାଗରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ l ଏବଂ ସମୁଦ୍ର ଭିତରେ ଥିବା ସମସ୍ତ ମତ୍ସ୍ୟଜୀବୀ ମାନେ ଡଙ୍ଗା ଧରି ସମୂଦ୍ର କୂଳକୁ ଫେରି ଆସିବା ପାଇଁ ସତର୍କ ପରାମର୍ଶ
Disaster Type: 
State id: 
612
Disaster Id: 
8
Message discription: 

Start Date & End Date: 
Friday, May 6, 2022 to Saturday, May 7, 2022