Disaster Alerts 05/12/2021

State: 
Odisha
Message: 
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଝଡ଼ ତୋଫାନ ଡିସେମ୍ବର 4 ତାରିଖ ସନ୍ଧ୍ୟାରେ ଏକ ଘୂର୍ଣୀ ବଳୟ ରୁ ଦୁର୍ବଳ ହୋଇ 5 ତାରିଖ ସକାଲେ ଅବତରଣ କରିବ ଏବଂ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳରେ ପହଞ୍ଚିବ ବୋଲି ଆକଳନ କରାଯାଇଛି l ଏହା ଦ୍ଵାରା ଉପକୂଳବର୍ତ୍ତୀ ଅଞ୍ଚଳରେ ମାଧ୍ୟମରୁ ପ୍ରବଳ ବର୍ଷା ହେବ l ଜେଟେବେଲେ ବାତ୍ୟା ଉପକୂଳରେ ପହଞ୍ଚିବ ପବନ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ବହିବ ଏବଂ ସମୂଦ୍ର ତାରଙ୍ଗର ଉଚ୍ଚତା 6ରୁ 8 ଫୁଟ ପର୍ଯ୍ୟନ୍ତ ପହଞ୍ଚିବ l ତେଣୁ ଆମେ ମସ୍ୟଜୀବୀମାନଙ୍କୁ ସଜାଗ ରହି ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାପାଇଁ ପାଇଁ ନଯିବାକୁ ପରାମର୍ଶ l
Disaster Type: 
State id: 
612
Disaster Id: 
9
Message discription: 
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଝଡ଼ ତୋଫାନ ଡିସେମ୍ବର 4 ତାରିଖ ସନ୍ଧ୍ୟାରେ ଏକ ଘୂର୍ଣୀ ବଳୟ ରୁ ଦୁର୍ବଳ ହୋଇ 5 ତାରିଖ ସକାଲେ ଅବତରଣ କରିବ ଏବଂ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳରେ ପହଞ୍ଚିବ ବୋଲି ଆକଳନ କରାଯାଇଛି l ଏହା ଦ୍ଵାରା ଉପକୂଳବର୍ତ୍ତୀ ଅଞ୍ଚଳରେ ମାଧ୍ୟମରୁ ପ୍ରବଳ ବର୍ଷା ହେବ l ଜେଟେବେଲେ ବାତ୍ୟା ଉପକୂଳରେ ପହଞ୍ଚିବ ପବନ ଘଣ୍ଟା ପ୍ରତି 40 ରୁ 50 କିଲୋମିଟର ବେଗରେ ବହିବ ଏବଂ ସମୂଦ୍ର ତାରଙ୍ଗର ଉଚ୍ଚତା 6ରୁ 8 ଫୁଟ ପର୍ଯ୍ୟନ୍ତ ପହଞ୍ଚିବ l ତେଣୁ ଆମେ ମସ୍ୟଜୀବୀମାନଙ୍କୁ ସଜାଗ ରହି ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାପାଇଁ ପାଇଁ ନଯିବାକୁ ପରାମର୍ଶ l
Start Date & End Date: 
Sunday, December 5, 2021