Disaster Alerts 04/12/2021

State: 
Odisha
Message: 
ଘୂର୍ଣିବଳୟ ଏବେ ବେଙ୍ଗାଲୁରର ପଶ୍ଚିମ କେନ୍ଦ୍ରୀୟ ବେଳାଭୂମିରେ ଘଣ୍ଟା ପ୍ରତି 6 କିଲୋମିଟର ବେଗରେ ଗତି କରୁଛି ଏବଂ ଏବେ ବିଶାଖାପାଟଣା ଠାରୁ 210 କିଲୋମିଟର ଦକ୍ଷିଣ ଓ ଗୋପାଳପୁର ଠାରୁ 320 କିଲୋମିଟର ଦୂରରେ ରହିଛି l ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ , ଡିସେମ୍ବର 4 ଆଜି ମଧ୍ୟାହ୍ନରେ ବିଶାଖାପାଟଣା ଉପକୂଳ ଦେଇ ପରବର୍ତ୍ତୀ ସମୟରେ ଗତି ବଦଳାଇ ବଙ୍କା ହୋଇ ଓଡିଶା ଆଡ଼କୁ ଅଗ୍ରସର ହେବ l ସେଠାରୁ ଏହା ଡିସେମ୍ବର 5 ରେ ପୁରୀ ନିକଟରେ ପହଞ୍ଚିବ ଓ ଧିରେ ଧିରେ ଦୁର୍ବଳ ହେବାର ସମ୍ଭାବନା ରହିଛି l ଯାହା ଫଳରେ ଡିସେମ୍ବର 4 ଏବଂ 5 ତାରିଖରେ ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ l ଯେତେବେଳେ ବାତ୍ୟା ଝଡ଼ ଉପକୂଳରେ ପହଞ୍ଚିବ ଘଂଟା ପ୍ରତି ପବନର ବେଗ 70 ରୁ 80 କିଲୋମିଟର ରହିବା ସହିତ ସମୁଦ୍ର ଅଶାନ୍ତ ରହିବ ଏବଂ ତାରଙ୍ଗର ଉଚ୍ଚତା 8ରୁ 12 ଫୁଟ ପର୍ଯ୍ୟନ୍ତ ଉଠିବ l ତେଣୁ ଆମେ ମତ୍ସ୍ୟଜିବିମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦେଉଛୁ ଏବଂ 5 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାପାଇଁ ନଯିବା ପାଇଁ ପରାମର୍ଶ l
Disaster Type: 
State id: 
612
Disaster Id: 
2
Message discription: 

Start Date & End Date: 
Saturday, December 4, 2021 to Sunday, December 5, 2021