Disaster Alerts 03/12/2021

State: 
Odisha
Message: 
ଡିସେମ୍ବର 2 ତାରିଖ ଅପରାହ୍ନରେ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଉପକୂଳରେ ଏକ ଭୟଙ୍କର ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇଥିଲା l ଏହା ବର୍ତ୍ତମାନ ଘଣ୍ଟା 22 କିଲୋମିଟର ବେଗରେ ଗତି କରୁଛି ଏବଂ ଡିସେମ୍ବର 3 ଅପରାହ୍ନରେ ବିଶାଖାପାଟଣାର ଦକ୍ଷିଣ ପୂର୍ବରେ 300 କିଲୋମିଟର ଏବଂ ଗୋପାଳପୁର ଠାରୁ 420 କିଲୋମିଟର ଦୂରରେ ପହଞ୍ଚିଛି l ଏହା ଏକ ଶକ୍ତିଶାଳୀ ଓ ଭୟଙ୍କର ଝଡ଼ ହେବାକୁ ଯାଉଛି l ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ଡିସେମ୍ବର 4 ତାରିଖ ସକାଲେ ଏବଂ ସେଠାରୁ 5 ତାରିଖରେ ଓଡ଼ିଶାର ପୁରୀ ପର୍ଯ୍ୟନ୍ତ ପହଞ୍ଚିବା ସମ୍ଭାବନା ଅଛି l ଯାହାର ପ୍ରଭାବରେ ସମସ୍ତ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି l ଜେତେବେଲେ ଝଡ଼ ଉପକୂଳରେ ପହଞ୍ଚିବ ଘଣ୍ଟା ପ୍ରତି ପବନର ବେଗ 90 ରୁ 100 କିଲୋମିଟର ରହିବ ଓ ସମୁଦ୍ର ତାରଙ୍ଗର ଉଚ୍ଚତା 8 ରୁ 12 ଫୁଟ ପର୍ଯ୍ୟନ୍ତ ପହଞ୍ଚିପାରେ l ତେଣୁ ଆମେ ମତସ୍ୟଜୀବୀମାନଙ୍କୁ ସଜାଗ ରହିବାକୁ ଏବଂ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ମାରିବାକୁ ନଯିବା ପାଇଁ ସତର୍କ ପରାମର୍ଶ ଦେଉଛୁ l
Disaster Type: 
State id: 
612
Disaster Id: 
2
Message discription: 

Start Date & End Date: 
Friday, December 3, 2021 to Saturday, December 4, 2021