Disaster Alerts 03/12/2021

State: 
Odisha
Message: 
ବଙ୍ଗୋସାଗରର ଦକ୍ଷିଣ - ପୂର୍ବରେ ଥିବା ଏହି ଘୂର୍ଣ୍ଣିବଳୟ ଏକ ଭୟଙ୍କର ଘୂର୍ଣ୍ଣିବଳୟ ପାଲଟିଛି l ଏହା ବର୍ତ୍ତମାନ ଆଜି 3 ଡିସେମ୍ବର ବିଶାଖାପାଟଣା ଠାରୁ 580କିଲୋମିଟର ଦକ୍ଷିଣ ପୂର୍ବ ଓ ଗୋପାଳପୁର ଠାରୁ 600 କିଲୋମିଟର ଦକ୍ଷିଣ - ପୂର୍ବରେ ଘଣ୍ଟା ପ୍ରତି 32 କିଲୋମିଟର ବେଗରେ ଗତି କରୁଛି l ଆଗାମୀ 12 ଘଣ୍ଟା ମଧ୍ୟରେ ଏହା ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି l ଏହା ଉତ୍ତର - ପଶ୍ଚିମ ଦିଗକୁ ଯାଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ଡିସେମ୍ବର 4 ସୁଦ୍ଧା ପହଞ୍ଚିବ l ଫଳସ୍ୱରୂପ ଡିସେମ୍ବର 3ରୁ 5 ପର୍ଯ୍ୟନ୍ତ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ l ଯେତେବେଳେ ଝଡ଼ ଉପକୂଳରେ ପହଞ୍ଚିବ , ସମୁଦ୍ର ଘଣ୍ଟାରେ 80 ରୁ 100 କିଲୋମିଟର ପବନ ସହିତ ଲଘୁଚାପ ହେବ ଏବଂ ତରଙ୍ଗର ଉଚ୍ଚତା 8ରୁ 10 ଫୁଟ ହେବ l ତେଣୁ ଆମେ ମତ୍ସ୍ୟଯିବିମାନଙ୍କୁ ସଜାଗ ରହିବାକୁ ଏବଂ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦେଉଛୁ l
Disaster Type: 
State id: 
612
Disaster Id: 
10
Message discription: 

Start Date & End Date: 
Friday, December 3, 2021 to Saturday, December 4, 2021