Disaster Alerts 02/12/2021

State: 
Odisha
Message: 
ଆଣ୍ଡାମାନର ଚତଃପାଶ୍ୱର୍ରେ ନିମ୍ନ ଚାପ ଅଞ୍ଚଳରେ ଏକ ପ୍ରବଳ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି କରିବ ଏବଂ ଆସନ୍ତା 3 ଦିନ ପାଇଁ ବାତ୍ୟା ରୂପ ନେବ ଡିସେମ୍ବର 2 ସୁଦ୍ଧା ଘୂର୍ଣ୍ଣିବଳୟରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଡିସେମ୍ବର 4 ତାରିଖରେ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶାରେ ଏହା ଅବତରଣ କରିବାର ସମ୍ଭାବନା ଅଛି l ଯାହା ଫଳରେ ଡିସେମ୍ବର 3 ରୁ ସମୁଦ୍ର ଅଶାନ୍ତ ହେବ ଏବଂ ତରଙ୍ଗର ଉଚ୍ଚତା 8ରୁ 12 ଫୁଟ ହେବ l ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତୃତୀୟ ଦିନ ସନ୍ଧ୍ୟାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ତେଣୁ ଆମେ ମତ୍ସ୍ୟଜିବି ମାନଙ୍କୁ ସଜାଗ ରହି ଡିସେମ୍ବର 5ତାରିଖ ପର୍ଯ୍ୟନ୍ତ ମାଛ ଧରିବାପାଇଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଉଛୁ l
Disaster Type: 
State id: 
612
Disaster Id: 
8
Message discription: 
ଆଣ୍ଡାମାନର ଚତଃପାଶ୍ୱର୍ରେ ନିମ୍ନ ଚାପ ଅଞ୍ଚଳରେ ଏକ ପ୍ରବଳ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି କରିବ ଏବଂ ଆସନ୍ତା 3 ଦିନ ପାଇଁ ବାତ୍ୟା ରୂପ ନେବ ଡିସେମ୍ବର 2 ସୁଦ୍ଧା ଘୂର୍ଣ୍ଣିବଳୟରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି ଡିସେମ୍ବର 4 ତାରିଖରେ ଉତ୍ତର ଆନ୍ଦ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶାରେ ଏହା ଅବତରଣ କରିବାର ସମ୍ଭାବନା ଅଛି l ଯାହା ଫଳରେ ଡିସେମ୍ବର 3 ରୁ ସମୁଦ୍ର ଅଶାନ୍ତ ହେବ ଏବଂ ତରଙ୍ଗର ଉଚ୍ଚତା 8ରୁ 12 ଫୁଟ ହେବ l ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ତୃତୀୟ ଦିନ ସନ୍ଧ୍ୟାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ତେଣୁ ଆମେ ମତ୍ସ୍ୟଜିବି ମାନଙ୍କୁ ସଜାଗ ରହି ଡିସେମ୍ବର 5ତାରିଖ ପର୍ଯ୍ୟନ୍ତ ମାଛ ଧରିବାପାଇଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଉଛୁ l
Start Date & End Date: 
Thursday, December 2, 2021 to Friday, December 3, 2021