FFMA
Fisher Friend Mobile Application
Navigation
Home
Downloads
Login
You are here
Home
» Disaster Alerts 02/05/2019
Disaster Alerts 02/05/2019
State:
Odisha
Message:
ପୁରୀ ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବ ୪୫୦ କିମି ଦୂରରେ ଅତି ଭୟଙ୍କର ଚକ୍ରବାତ ତୁଫ।ନ ଫନି ସକଳ ୫.୩୦ ରେ ରହିଅଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଓଡିଶା ଉପକୂଳ ଦେଇ ଗତି କରି ଗୋପାଳପୁର ଠାରୁ ଚାନ୍ଦବାଲି ମଧ୍ୟରେ ପୁରୀ ନିକଟବର୍ତ୍ତୀ ଜାଗାରେ ୧୭୦-୧୮୦ ରୁ ସର୍ବାଧିକ ଘଣ୍ଟା ପ୍ରତି ୨୦୦ କିମି ପବନ ଗତି ସହ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି। ଉପକୂଳଠାରୁ ୧୦୦ କିମି ଦୂରରେ ସମୁନ୍ଦ୍ର ମଧ୍ୟରେ ୦୨.୦୫.୧୯ ତାରିଖ ସକଳ ୧୦.୩୦ ଘଟିକା ଠାରୁ ୦୩.୦୫.୧୯ ୧୧.୩୦ ୦୫-୧୦ ମିଟର ଉଚ ଢେଉ ଉଠିବାର ସମ୍ବ।ଭନ। ଅଛି। ଉପର ସ୍ରୋତ ସେକଣ୍ଡ ପ୍ରତି ୪୦-୭୦ ସେମି ରହିବ। ମତ୍ସ୍ୟଜୀବୀଙ୍କୁ ୦୪.୦୫.୧୯ ତାରିଖ ପର୍ଯନ୍ତ ସମୁନ୍ଦ୍ର କୁ ଜୀବ। ପାଇଁ ବାରଣ କରାଯାଇଅ
Disaster Type:
Cyclone
State id:
612
Disaster Id:
2
Message discription: