FFMA
Fisher Friend Mobile Application
Navigation
Home
Downloads
Login
You are here
Home
» Disaster Alerts 01/05/2019
Disaster Alerts 01/05/2019
State:
Odisha
Message:
ଓଡିଶାର ଗୋପାଳପୁର ଠାରୁ ଚାନ୍ଦିପୁର ପର୍ଯନ୍ତ୦୧-୦୫ -୧୯ ଅପରାହ୍ନ ୦୫-୩୦ ଠାରୁ ୦୩-୦୫-୧୯ ତାରିଖ ୧୧- ୩୦ ରାତି ପର୍ଯନ୍ତ୫-୧୦ ମିଟର ଉଛତର ଢେଉ ଉଠି ପରେ। ଉପରିଭାଗ ସ୍ରୋତ ୪୭-୬୭ ସେମି/ସେକଣ୍ଡ ରହିବ । ଗଭୀର ସମୁନ୍ଦରରେ ଥିବା ମତ୍ସ୍ଯଜୀବୀମାନେ ଆଜି ରାତି ସୁଧା ଉପକୂଳକୁ ଫେରି ଆସିବା ପାଇଁ ଅନୁରୋଧ କରାଯାଉଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ୦୧.୦୫.୧୯ ମତ୍ସ୍ୟଜୀବୀ ମାନେ ଦକ୍ଷିଣ-ପଶ୍ଚିମ ଏବଂ ସଲଗ୍ନ ବଙ୍ଗୋପସାଗର ର ଦକ୍ଷିଣ – ପୂର୍ବ ଗଭୀର ସମୁନ୍ଦ୍ରକୁ ଜନ୍ତୁ ନାହି ,ପସକିମ-ମଧ୍ୟ ବଙ୍ଗୋପସାଗର କୁ ୦୧-୦୩ ମେ ୨୦୧୯ ଏବଂ ଓଡିଶା ଉପକୂଳର ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ନିକଟବର୍ତ୍ତୀ ଉତ୍ତର –ପଶ୍ଚିମ କୁ ୨-୪ ମେ ପର୍ଯନ୍ତ ଜନ୍ତୁ ନାହି । ଓଡିଶା ରେ ସବୁ ବନ୍ଦର ରେ ୨ ନଂ ବିପଥ ସଂକେତ ଦିଆଯାଇଛି।
Disaster Type:
Cyclone
State id:
612
Disaster Id:
2
Message discription: