Disaster Alerts 01/05/2019

State: 
Odisha
Message: 
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫୋନି ଆନ୍ଧ୍ର ପ୍ରଦେଶ ର ମାଛିଲିପାଟନମ ଠାରୁ ଦକ୍ଷିଣ-ପୂର୍ବ ୭୬୦ କିମି ରେ ପାହାଞ୍ଚିଛି। ଏହା ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୩୬ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି। .ଏହା ପରବର୍ତ୍ତୀ ସମୟରେ ଉତ୍ତର –ପଶ୍ଚିମ ଦିଗରେ ୦୧ ମେ ସନ୍ଧ୍ଯା ସୁଦ୍ଧା ଗତି କରିବ ଓ ପରେ ଉତ୍ତର-ଉତ୍ତରପୂର୍ବ ଡ଼ିଆଇଜି କୁ ଗତି କରି ଓଡିଶା ଉପକୂଳରେ ପହଞ୍ଚିବ। ବାତ୍ୟା ସମୟରେ ଓଡିଶା ଉପକୂଳଠାରୁ ପ୍ରାୟ ୧୦୦ କିମି ଦୂରରେ ସର୍ବାଧିକ ୨-୪ ମିଟର ଉଚତା ରେ ତରଙ୍ଗ ଉଠିବାର ସମ୍ଭାବନା ଅଛି। ୩୦.୦୪.୧୯ ଅପରାହ୍ନ ୩.୩୦ ଘଣ୍ଟା ରୁ ୦୧.୦୫.୧୯ ଅପରାହ୍ନ ୧୧.୩୦ ମଧ୍ୟରେ ଉପର ସ୍ରୋତ ୬୦=୧୨୦ ସେଣ୍ଟି ମିଟର/ସେକଣ୍ଡ ରହିବ। ମତ୍ସ୍ୟଜୀବୀ ମାନଙ୍କ ପାଇଁ ସମୁନ୍ଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଦିଆଯାଇଛି।ଗଭୀର ସମୁନ୍ଦ୍ର ରେ ଥିବା ମତ୍ସ୍ୟଜୀବୀ ମାନଙ୍କୁ ନିରାପଦ ସ୍ଥାନ କୁ ଫେରି ଆସିବା ପାଇଁ ସୂଚନା ଦିଆଯାଉଅଛି। ୦୨ ମେ ରେ ୪୦-୫୦ ରୁ ୬୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିବ। ପରବର୍ତ୍ତୀ ୦୩ ମେ ରେ ଏହି ବେଗ ବୃଦ୍ଧି ପାଇ ୬୦- ୭୦ ରୁ ୮୫ କିମି ଘଣ୍ଟା ପ୍ରତି ପହଞ୍ଚିବ।
Disaster Type: 
State id: 
612
Disaster Id: 
2
Message discription: 

Message description (Regional 2): 
బంగాళాఖాతంలో ఉన్న ఫణి అతి తీవ్రమైన తుఫాను ప్రస్తుతం ఇది విశాఖపట్నంకు ఆగ్నేయంగా 400 కి.మీ దూరంలోను మరియు పూరీకి 650 కి.మీ దూరంలో కేంద్రీకృతమై ఉంది. ఇది మే 1 వ తేదీ వరకు వాయువ్య దిశగా ప్రయాణిస్తూ తదుపరి తూర్పు ఈశాన్య దిశగా తిరిగే ఒడిషాలో మే 3వ తారీఖున గోపలపూర్ సమీపంలో తీరం దాటే అవకాశం ఉంది. దీని ప్రభావంగా తీర ప్రాంతాలలో 1 వ తేదీ నుంచి సముద్రంలో అలల ఎత్తు 10 నుంచి 15 అడుగుల వరకు ఎగిసిపడతాయి మరియు తీరం దాటే ప్రాంతంలో గంటకు 175 నుంచి 180 కి.మీ వేగంతో గాలులు వీచే అవకాశముంది. మే 2వ తేదీ నుంచి భారీ నుంచి అతి భారీ వర్షాలు కురుస్తాయి. కావున మత్యకారులు అప్రమత్తంగా ఉండి మే 4వ తేదీ వరకు చేపలవేటకు వెళ్ళరాదని సూచిస్తున్నాము