Disaster Alerts 29/04/2019

State: 
Odisha
Message: 
ଓଡିଶା ଉପକୂଳ ପାଇଁ କୌଣସି ସୂଚନା ନାହି। ଭ।ରତ ମହାସାଗର ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବାଙ୍ଗୋପସାଗର ସୃଷ୍ଟ ଗଭୀର ଅବପାତ ଉତ୍ତର-ପଶିମ ଦିଗକୁ ୨୦ କି ମି ବେଗରେ ଗତ ୬ ଘଣ୍ଟା ଧରି ଗତି କରୁଅଛି ଓ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇ ଭାରତୀୟ ଷ୍ଟାଣ୍ଡାର୍ଡ ସମୟ ୦୫,୩୦ ଘଟିକ।ରେ ୪.୫ ଊ ଅକ୍ଷାଂଶ ଓ ୮୮ ଓ ୮୮.୦ ପୂ ଦ୍ରାଘିମା ,ଶ୍ରୀଲଙ୍କା ର ୮୭୦ କିମି ପୂର୍ବ-ଦଖିଂପୂର୍ବ ତ୍ରିଙ୍କୋମାଳି ଠାରେ ୨୭ ଅପ୍ରେଲ ,୨୦୧୯ କେନ୍ଦ୍ରୀଭୂତ , ୧୨୧୦ କିମି ଚେନ୍ନାଇ(ତାମିଲନାଡୁ) ର ଦକ୍ଷିଣ ପୂର୍ବ ଏବଂ ମାଛିଲିପତନମ (ଆନ୍ଧ୍ରା ପ୍ରଦେଶ) ର୧୫୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଉପରେ ରହିବ। . ଏହା ପରବର୍ତ୍ତୀ ୧୨ ଘଣ୍ଟାରେ ଚକ୍ରବାତ ଓ ପରବର୍ତ୍ତୀ ୨୪ ଘଣ୍ଟାମଧ୍ୟରେ ଭୀଷଣ ଚକ୍ରବାତ ରେ ରୂପାନ୍ତରିତ ହେବାର ସମ୍ଭାବନା ଅଛି। ଏହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଶ୍ରୀଳଙ୍କର ଉତ୍ତର-ପୂର୍ବ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ୩୦ ଅପ୍ରେଲ ରେ ସନଧ୍ୟରେ ପହଞ୍ଚିବ।
Disaster Type: 
State id: 
612
Disaster Id: 
1
Message discription: 
ଓଡିଶା ଉପକୂଳ ପାଇଁ କୌଣସି ସୂଚନା ନାହି। ଭ।ରତ ମହାସାଗର ଓ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବାଙ୍ଗୋପସାଗର ସୃଷ୍ଟ ଗଭୀର ଅବପାତ ଉତ୍ତର-ପଶିମ ଦିଗକୁ ୨୦ କି ମି ବେଗରେ ଗତ ୬ ଘଣ୍ଟା ଧରି ଗତି କରୁଅଛି ଓ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇ ଭାରତୀୟ ଷ୍ଟାଣ୍ଡାର୍ଡ ସମୟ ୦୫,୩୦ ଘଟିକ।ରେ ୪.୫ ଊ ଅକ୍ଷାଂଶ ଓ ୮୮ ଓ ୮୮.୦ ପୂ ଦ୍ରାଘିମା ,ଶ୍ରୀଲଙ୍କା ର ୮୭୦ କିମି ପୂର୍ବ-ଦଖିଂପୂର୍ବ ତ୍ରିଙ୍କୋମାଳି ଠାରେ ୨୭ ଅପ୍ରେଲ ,୨୦୧୯ କେନ୍ଦ୍ରୀଭୂତ , ୧୨୧୦ କିମି ଚେନ୍ନାଇ(ତାମିଲନାଡୁ) ର ଦକ୍ଷିଣ ପୂର୍ବ ଏବଂ ମାଛିଲିପତନମ (ଆନ୍ଧ୍ରା ପ୍ରଦେଶ) ର୧୫୦୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଉପରେ ରହିବ। . ଏହା ପରବର୍ତ୍ତୀ ୧୨ ଘଣ୍ଟାରେ ଚକ୍ରବାତ ଓ ପରବର୍ତ୍ତୀ ୨୪ ଘଣ୍ଟାମଧ୍ୟରେ ଭୀଷଣ ଚକ୍ରବାତ ରେ ରୂପାନ୍ତରିତ ହେବାର ସମ୍ଭାବନା ଅଛି। ଏହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଶ୍ରୀଳଙ୍କର ଉତ୍ତର-ପୂର୍ବ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ୩୦ ଅପ୍ରେଲ ରେ ସନଧ୍ୟରେ ପହଞ୍ଚିବ। ଗଭୀର ସମୁନ୍ଦର ଅଞ୍ଚଳପାଇଁ ସତର୍କ ସୂଚନା ୨୭ ଅପ୍ରେଲ(୧ ମ ଦିନ):ପବନର ବେଗ ୬୫-୭୫ କିମି ପ୍ରତି ବେଗ ରୁ ୮୫ କିମି ପରୟନ୍ତ ପହଞ୍ଚିବ ,ସମୁନ୍ଦ୍ରଦକ୍ଷିଣ-ପୂର୍ବ ଓ ନିକଟବର୍ତ୍ତୀ ବିଷୁବ ରେଖା ସଲଗ୍ନ ଭରତ ମହାସାଗର ଅଶାନ୍ତ ରହିବ। ମତ୍ସ୍ୟଜୀବୀଙ୍କୁ ଏହି ଅଞ୍ଚଳକୁ ଜୀବ। ପାଇଁ ବାରାଁ କରାଯାଉଛି। ୨୮ ଅପ୍ରେଲ ( ୨ଯ ଦିନ):ଏହି ଦିନ ପବନର ଗତି ୮୦-୯୦ କିମି ଘଣ୍ଟା ପ୍ରତି ରହିବା ସଙ୍ଗେ ସଙ୍ଗେ ୧୦୦ କିମି ପ୍ରତି ଘଣ୍ଟା ପର୍ୟାନ୍ତ ବୃଦ୍ଧ୍ହି ପାଇବାର ସମ୍ଭାବନା ଅଛି ଓ ସମୁନ୍ଦ୍ରଦକ୍ଷିଣ ପୂର୍ବ ଓ ନିକଟ ବର୍ତ୍ତୀ ବିଷୁବ ରେଖା ସଲଗ୍ନ ଭରତ ମହାସାଗର ଅଶାନ୍ତ ରହିବ। ତାମିଲନାଡୁ,ପୁଡୁଚେରି ,କମୋରିନ,ମନର ଉପସାଗର ,କେରଲ ରେ ପବନର ବେଗ ୩୦-୪୦ରୁ ୫୦ କିମି ଘନ୍ଟାପ୍ରତି ରହିବ। ଏହି ଅଞ୍ଚଳକୁ ଜୀବ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର୍କୁ ଯିବାପାୟନ ବାରାଁ କରାଯାଇଛି। ୨୯ ଅପ୍ରେଲ (୩ଯ ଦିନ ):ପବନର ବେଗ ୫୦-୬୦ ରୁ ୧ଊ କିମି ଘଣ୍ଟା ପ୍ରତି ସନ୍ଧ୍ୟା ରେ ଦକ୍ଷିଣ ପଶ୍ଚିମ ବାଙ୍ଗୋପସାଗର ଓ ତାମିଲନାଡୁ,ପୁଡୁଚେରି,ମାନ।ର ଉପ ସାଗର ଅଞ୍ଚଳ ରେ ବହିବାର ଆଶଙ୍କା ଅଛି । ଏହି ଅଞ୍ଚଳକୁ ଯିବାପାୟନ ମତ୍ସ୍ୟଜୀବୀଙ୍କୁ ବାରାଁ କରାଯାଇଛି। ୩୦ ଅପ୍ରେଲ (୪ ର୍ଥଦିନ)ପବନର ଗତି ୧୨୦-୧୩୦ ରୁ ୧୪୫ କିମି ଗହନ୍ତା ପ୍ରତି ବେଗ ଉତ୍ତର ତାମିଲନାଡୁ,ପୁଡୁଚେରି,ଦକ୍ଷିଣ ଆନ୍ଧ୍ରା ପ୍ରଦେଶ ଉପକୂଳରେ ହୋଇ ପ।ରେ। ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ରକୁ ଯିବାକୁ ବାରାଁ କରାଯାଉଛି। ୦୧ ମେ (୫ମ ଦିନ ): ପବନର ବେଗ ଦକ୍ଷିଣ ପଶ୍ଚିମଓ ପଶ୍ଚିମ କେନ୍ଦ୍ର ବଂଗୋପ ସାଗର ଅଞ୍ଚଳ,ଉତ୍ତର ତାମିଲନାଡୁ,ପୁଡୁଚେରି ଓ ଦକ୍ଷିଣ ଆନ୍ଧ୍ରା ପ୍ରଦେଶ ଉପକୂଳରେ ରେ ୧୩୫-୧୪୫ ରୁ ୧୬୦ କିମି ପ୍ରତି ଘଣ୍ଟା ହୋଇପାରେ। ମତ୍ସ୍ୟଜୀବୀଙ୍କୁ ସମୁନ୍ଦ୍ର କୁ ଜୀବ ପାଇଁ ବାରାଁ କରଯାଇଛି।
Message description (Regional 2): 
ఆగ్నేయ బంగాళాఖాతంలో ఉన్న ఫణి తుఫాను ప్రస్తుతం చెన్నైకు 890 కి.మీ దూరంలోను, మచిలీపట్నంకు 1020 కి.మీ దూరంలో కేంద్రీకృతమై ఉంది. ఇది 29వ తేదీ సాయంత్రానికి తీవ్రమైన తుఫానుగా మారనుంది. ఇది మే 1 వ తేదీ వరకు వాయువ్య దిశగా ప్రయాణిస్తూ తదుపరి తూర్పు ఈశాన్య దిశగా తిరిగే అవకాశ ఉంది. దీని ప్రభావంగా ఏప్రిల్ 30 వ తేదీ సాయంత్రం నుంచి సముద్రంలో అలల ఎత్తు 12 నుంచి 16 అడుగుల వరకు ఎగిసిపడతాయి మరియు అన్ని తీరప్రాంతాలలో మే 1వ తేదీ నుంచి గాలివేగం 60 నుంచి 70 కి.మీ వేగంతో వీచే అవకాశముంది. మే 1వ తేదీ నుంచి కొన్ని తీరప్రాంతాలలో మాదిరి నుంచి భారీ వర్షాలు కురిసే అవకాశం ఉంది. కావున మత్యకారులు అప్రమత్తంగా ఉండి మే 4వ తేదీ వరకు చేపలవేటకు వెళ్ళరాదని సూచిస్తున్నాము