Disaster Alerts 17/12/2018

State: 
Odisha
Message: 
ଓଡିଶ। ଓ ନିକଟବର୍ତ୍ତୀ ଅଞ୍ଚଳ ପାଇଁ ସତର୍କ ସୂଚନା ନାହି ତଥାପି ଦକ୍ଷିଣ-ପଶ୍ଚିମ ଏବଂ ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଂଗୋପ ସାଗର ୯.୨ ଉତ୍ତର ଅକ୍ଷ୍ୟାଂ ଏବଂ ୮୫.୨ ପୂର୍ବ ଦ୍ରାଘିମା ରୁ ମଛ୍ଲିପଟଣମ (ଆନ୍ଧ୍ର ପ୍ରଦେଶ )ଠାରୁ ୮୯୦କି ମି ଦକ୍ଷିଣ-ଦକ୍ଷିଣ-ପୂର୍ବ ଗଭୀର ଅବପାତ ଯୋଗୁ ,ମତ୍ସ୍ୟଜୀବୀ ମାନଙ୍କୁ ଦକ୍ଷିଣ-ପଶ୍ଚିମ ଏବଂ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ୧୫.୧୨.୨୦୧୮ ପାଇଁ ଓ ପଶ୍ଚିମ-ମଧ୍ୟ ଓ ନିକଟବର୍ତ୍ତୀ ଦକ୍ଷିଣ -ପଶ୍ଚିମ ବଂଗୋପ ସାଗରରେ ୧୬ ଓ ୧୭ ଡିସେମ୍ବର ୨୦୧୮ ତାରିଖ ରେ ଗଭୀର ସମୁନ୍ଦ୍ର କୁ ନଯିବା ପାଇଁ ପରାମର୍ଶ ଦିଅ। ଯାଇଅଛି।
Disaster Type: 
State id: 
612
Disaster Id: 
1
Message discription: 