Disaster Alerts 15/12/2018

State: 
Odisha
Message: 
୧୪ ଡିସେମ୍ବର (ପ୍ରଥମ ଦିନ) ଦକ୍ଷିଣ ପଶ୍ଚିମ ଏବଂ ନିକଟବର୍ତ୍ତୀ ଦକ୍ଷିଣ ପଶ୍ଚିମ ବଂଗୋପ ସାଗରରେ ଘନ୍ଟା ପ୍ରତି ୫ 0 -୬0 ରୁ ୭ ୦ କି ମି ବେଗରେ ପବନ ବହିବାର ଆଶଙ୍କା ଅଛି।ସମୁନ୍ଦର ବହୁତ ଅଶାନ୍ତ ରହିବ । ଉପରୋକ୍ତ ଅଞ୍ଚଳରେ ମତ୍ସ୍ୟଜୀବୀ ମାନେ ଏହି ଅଞ୍ଚଳରେ ସମୁଦ୍ରକୁ ଯିବାରୁ ବିରତ ରୁହନ୍ତୁ। ୧୫ ଡିସେମ୍ବର(ଦ୍ଵିତୀୟ ଦିନ) ଦକ୍ଷିଣ ପଶ୍ଚିମ ଏବଂ ନିକଟବର୍ତ୍ତୀ ପଶ୍ଚିମ-ମଧ୍ୟ ବଂଗୋପ ସାଗର ଘନ୍ଟା ପ୍ରତି ୬୦-୭୦ ରୁ ୮୦ କି ମି ବେଗରେ ପବନ ସକଳଠାରୁ ବହିବାର ଆଶଙ୍କା ଅଛି। ମତ୍ସ୍ୟଜୀବୀ ମାନେ ଏହି ଅଞ୍ଚଳରେ ସମୁଦ୍ରକୁ ଯିବାରୁ ବିରତ ରୁହନ୍ତୁ। ୧୬ ଡିସେମ୍ବର(ତୃତୀୟ ଦିନ ) ପଶ୍ଚିମ-ମଧ୍ୟ ନିକଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଂଗୋପ ସାଗର ଘନ୍ଟା ପ୍ରତି ୮୦-୯୦ ରୁ ୧୦୦ କି ମି ବେଗରେ ପବନ ବହିବାର ଆଶଙ୍କା ଅଛି।ସମୁନ୍ଦ୍ର ଭୀଷଣ ଅଶାନ୍ତ ରହିବ। ଉପରୋକ୍ତ ଅଞ୍ଚଳରେ ମତ୍ସ୍ୟଜୀବୀ ମାନେ ଏହି ଅଞ୍ଚଳରେ ସମୁଦ୍ରକୁ ଯିବାରୁ ବିରତ ରୁହନ୍ତୁ। ୧୮ ଡିସେମ୍ବର (ଚତୁର୍ଥ ଦିନ) କୌଣନ୍ସି ସତର୍କତା ସୂଚନା ନାହି।
Disaster Type: 
State id: 
612
Disaster Id: 
4
Message discription: 