Disaster Alerts 14/11/2018

State: 
Odisha
Message: 
ପଶ୍ଚିମ-ମଧ୍ୟ ଓ ନିକଟବର୍ତି ପୂର୍ବ-ମଧ୍ୟ ତଥା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ତୁଫାନ ଗ।ଜା ପଶ୍ଚିମ ଉତ୍ତର ଆଡକୁ ଭାରତୀୟ ଷ୍ଟାଣ୍ଡାର୍ଡସମୟ ୧୧.୩୦ ଗଲା ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୨ କିମି ବେଗରେ ଗତିକରି ୧୩.୯ଉ ଅକ୍ଷାଂଶ 86.6ପୂ ଦ୍ରାଘିମା ଚେନାଇଠାରୁ ୬୯୦ କିମି ପୂର୍ବ,ଉତ୍ତର ପୂର୍ବ ଓ ନ।ଗପଟ୍ଟିନମ ର ପୂର୍ବ,ଉତ୍ତର ପୂର୍ବ ୭୯୦କିମି ଠାରେ କେନ୍ଦ୍ରୀଭୂତ ହୋଇଅଛି । ଏହା ପଶ୍ଚିମ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବାର ସମ୍ଭବନ। ଅଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୟଙ୍କର ଘୁର୍ଣି ଝଡରେ ରୂପାନ୍ତରିତ ହୋଇ ୧୫.୧୧.୧୮ ତାରିଖ ଅପରାହ୍ନ ରେ ତାମିଲନାଡୁ ରାଜ୍ୟର ପ।ମବନ ଓ କୁଡ।ଲୋର ମଧ୍ୟରେ ଗତି କରି କ୍ରମଶ ଦୁର୍ବଳ ହେବାର ସମ୍ଭବନ। ଅଛି।
Disaster Type: 
State id: 
612
Disaster Id: 
4
Message discription: 