FFMA
Fisher Friend Mobile Application
Navigation
Home
Downloads
Login
You are here
Home
» Disaster Alerts 30/10/2018
Disaster Alerts 30/10/2018
State:
Odisha
Message:
ବଙ୍ଗୋପସାଗର ର କେନ୍ଦ୍ର ତଥା ପଶ୍ଚିମ ପ୍ରାନ୍ତ ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭବନା ରହିଛି । ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ତାହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ କୁ ପ୍ରଭାବିତ କରିପାରେ। ଏହା ଦ୍ୱାରା ଗଭୀର ସମୁଦ୍ର ରେ ପବନ ର ବେଗ ତୀବ୍ର ହେବାର ସମ୍ଭାବନା ରହିଛି ।ଆଗାମୀ 29 ତଥା 30 ଅକ୍ଟୋଵର 2018 ତାରିଖ ପାଇଁ ମତ୍ସ୍ୟଜୀବି ମାନଙ୍କୁ ଗଭୀର ସମୁଦ୍ରକୁ ନଯିବାପାଇଁ ପରାମର୍ଶ ଦିଆଯାଉଅଛି । ଯେଉଁ ମତ୍ସଜୀବି ମାନେ ଗଭୀର ସମୁଦ୍ର ରେ ଅଛନ୍ତି , ସେମାନଙ୍କୁ ଆଜି ରାତି ସୁଦ୍ଧା ତଟବର୍ତ୍ତି ଅଞ୍ଚଳ କୁ ଫେରିଆସିବା ପାଇଁ ପରାମର୍ଶ ଦିଆ ଯାଉଅଛି ।
Disaster Type:
Cyclone
State id:
612
Disaster Id:
2
Message discription: