Disaster Alerts 10/10/2018

State: 
Odisha
Message: 
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଅକ୍ଷାଂଶ ୧୪ ଡିଗ୍ରୀ ଉତ୍ତର ଏବଂ ଦ୍ରାଘିମା ୮୮.୮ ପୂର୍ବ ରେ ବାତ୍ୟା ତିତଲୀ ହୋଇଥିବାରୁ ୭୨୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଦକ୍ଷିଣପୂର୍ବ ଗୋପାଳପୁରରେ ପହଞ୍ଚିବାର ପୂର୍ବାନୁମାନ କରାଯାଉଛି ! ଓଡିଶା ଉପକୂଳରେ ଗୋପାଳପୁର ଠାରୁ ଚାନ୍ଦିପୁର ପଯ୍ୟନ୍ତ ତା ୧୦.୧୦.୨୦୧୮ ରିଖ ଦିନ ୧୧,୩୦ ଠାରୁ ୧୧.୧୦.୨୦୧୮ ରାତ୍ର ୧୧.୩୦ ମଧ୍ୟରେ ୨.୫ ରୁ ୩.୪ ମିଟର ଉଚା ତରଙ୍ଗ ର ପୂର୍ବାନୁମାନ କରାଯାଉଛି ! ସାମୁଦ୍ରିକ ସ୍ରୋତ ର ବେଗ ୬୮ ରୁ ୨୨୧ ସେମି/ ସେକଣ୍ଡ ମଧ୍ୟରେ ରହିପାରେ ! ପବନର ବେଗ ୧୦.୧୦.୨୦୧୮ ସନ୍ଧ୍ୟାରେ ୭୦ ରୁ ୯୦ କିମି / ଘଣ୍ଟା ପ୍ରତି ପୂର୍ବାନୁମାନ କରାଯାଉଛି ! ମାଛ ଧରାଳି ଭାଇ ମନକୁ ଅନୁରୋଧ ୯.୧୦.୨୦୧୮ ରୁ ୧୨.୧୦.୨୦୧୮ ମଧ୍ୟରେ ସମୁଦ୍ରକୁ ପ୍ରବେଶ କରନ୍ତୁ ନାହିଁ ! ଧନ୍ୟବାଦ !
Disaster Type: 
State id: 
612
Disaster Id: 
2
Message discription: 