Disaster Alerts 14/06/2018

State: 
Odisha
Message: 
14.06.2018 ତାରିଖ 05.30 ଘଣ୍ଟା ରୁ 15. 6. 2018 ତାରିଖ 11.30 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳର ଗୋପାଳପୁର ରୁ ଚାନ୍ଦିପୁର ଅଂଚଳରେ 8 ରୁ 12 ଫୁଟ୍ ଉଚ୍ଚ ତରଙ୍ଗର ପୂର୍ବାନୁମାନ କରା‌ଯାଇଅଛି I ସମୁଦ୍ର କରେଣ୍ଟର ବେଗ 59-76 ମଧ୍ୟରେ ରହିପାରେ I ମତ୍ସ୍ୟଜୀବୀ ଭାଇମାନଙ୍କୁ ଅନୁରୋଧ ସମୁଦ୍ରମଧ୍ୟକୁ ସର୍ତକତାର ସହିତ ପ୍ରବେଶ କରନ୍ତୁ I
Disaster Type: 
State id: 
612
Disaster Id: 
1
Message discription: 