Disaster Alerts 16/11/2017

State: 
Odisha
Message: 
16.11.2017 ତାରିଖ 05.30 ଘଣ୍ଟା ରୁ 17. 11. 2017 ତାରିଖ 11.30 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳର ଗୋପାଳପୁର ରୁ ଚାନ୍ଦିପୁର ଅଂଚଳରେ 7 ରୁ 8 ଫୁଟ୍ ଉଚ୍ଚ ତରଙ୍ଗର ପୂର୍ବାନୁମାନ କରା‌ଯାଇଅଛି Iସମୁଦ୍ର କରେଣ୍ଟର ବେଗ 102-216 ମଧ୍ୟରେ ରହିପାରେ Iମତ୍ସ୍ୟଜୀବୀ ଭାଇମାନଙ୍କୁ ଅନୁରୋଧ ସମୁଦ୍ରମଧ୍ୟକୁ ସର୍ତକତାର ସହିତ ପ୍ରବେଶ କରନ୍ତୁ I
Disaster Type: 
State id: 
612
Disaster Id: 
1
Message discription: 