Disaster Alerts 13/11/2017

State: 
Odisha
Message: 
09.10.2017 ତାରିଖ 05.30 ଘଣ୍ଟା ରୁ 10.10.2017 ତାରିଖ 11.30 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳର ଗୋପାଳପୁର ରୁ ଚାନ୍ଦିପୁର ଅଂଚଳରେ 5 ରୁ 7 ଫୁଟ୍ ଉଚ୍ଚ ତରଙ୍ଗର ପୂର୍ବାନୁମାନ କରା‌ଯାଇଅଛି I ସମୁଦ୍ର କରେଣ୍ଟର ବେଗ 54-69 ମଧ୍ୟରେ ରହିପାରେ I ମତ୍ସ୍ୟଜୀବୀ ଭାଇମାନଙ୍କୁ ଅନୁରୋଧ ସମୁଦ୍ରମଧ୍ୟକୁ ସର୍ତକତାର ସହିତ ପ୍ରବେଶ କରନ୍ତୁ I
Disaster Type: 
State id: 
612
Disaster Id: 
1
Message discription: 