Disaster Alerts 13/11/2017

State: 
Odisha
Message: 
19.09.2017 ତାରିଖ 05.30 ଘଣ୍ଟା ରୁ 20.9.2017 ତାରିଖ 11.30 ଘଣ୍ଟା ମଧ୍ୟରେ ଓଡିଶା ଉପକୂଳର ଗୋପାଳପୁର ରୁ ଚାନ୍ଦିପୁର ଅଂଚଳରେ 8 ରୁ 9 ଫୁଟ୍ ଉଚ୍ଚ ତରଙ୍ଗର ପୂର୍ବାନୁମାନ କରା‌ଯାଇଅଛି I ସମୁଦ୍ର କରେଣ୍ଟର ବେଗ 89-153 ମଧ୍ୟରେ ରହିପାରେ I ମତ୍ସ୍ୟଜୀବୀ ଭାଇମାନଙ୍କୁ ଅନୁରୋଧ ସମୁଦ୍ରମଧ୍ୟକୁ ସର୍ତକତାର ସହିତ ପ୍ରବେଶ କରନ୍ତୁ I
Disaster Type: 
State id: 
612
Disaster Id: 
1
Message discription: 